ବିଏମ୍‌ସି ନିର୍ବାଚନ: ସାଂସଦ ବନାମ ମନ୍ତ୍ରୀ

ଭୁବନେଶ୍ୱର : ବିଏମ୍‌ସି ନିର୍ବାଚନ ପାଇଁ ଆଜିଠାରୁ ରାଜଧାନୀରେ ସରଗରମ ପ୍ରଚାର ଆରମ୍ଭ ହୋଇଛି। ଏହାସହ ଜୋର୍‌ ଧରିଛି ଆକ୍ଷେପ ପ୍ରତ୍ୟାକ୍ଷେପ ରାଜନୀତି। ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିବା ଆରମ୍ଭ କରିଛନ୍ତି। ଆଜି ପ୍ରସଙ୍ଗକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁହାଁମୁହିଁ ହୋଇଛନ୍ତି। ରାଜଧାନୀ ବସ୍ତି ଅଞ୍ଚଳରେ ଟଙ୍କା ଦେଇ ଶାସକ ଦଳ ଭୋଟ କିଣିବାକୁ … Continue reading ବିଏମ୍‌ସି ନିର୍ବାଚନ: ସାଂସଦ ବନାମ ମନ୍ତ୍ରୀ